କୋରାପୁଟ ଜିଲ୍ଲା ପାଳିଟିଛି ଗଞ୍ଚେଇ ଚରାଚାଲାଣ ପେଣ୍ଟ ସ୍ଥଳ।

କୋରାପୁଟ ଜିଲ୍ଲା ପାଲଟିଛି ଗଂଜେଇ ଚୋରାଚାଲାଣର ପେଣ୍ଠ ସ୍ଥଳ .ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରୁ ୧୦ଟି ଗଂଜେଇ ଚୋରାଚାଲାଣ ଗାଡି ଜବତ କରିଛି ଜିଲ୍ଲା ପୋଲିସ। ଏହା ସହ ୧୬୭୨ କିଲୋ ୮୬୫ଗ୍ରାମ ଗଂଜେଇ ଜବତ କରି ୨୬ ଜଣକୁ ଗିରଫ କରିଛି | ଗତ ୧୦ ମାସ ମଧ୍ୟରେ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ କେଶ ହୋଇଛି, ୨୦୦ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି | ୨୫୦୦୦ କିଲୋ ଗଂଜେଇ ଜବତ କରାଯାଇଥିବାବେଳେ 100 ରୁ ଅଧିକ ଚାରି ଚକିଆ ଗାଡି ଜବତ କରାଯାଇଛି |
ଗଂଜେଇ ଚୋରା ଚାଲାଣରେ ଯୁବକମାନଙ୍କ ଅଧିକା ସମ୍ପୃକ୍ତି ରହୁଥୁବା ଜଣାପଡିଛି |