ବାଘ ଛାଲ ରକେଟର ପର୍ଦ୍ଦାଫାଶ, ୨ଗିରଫ

ବାଘଛାଲ ଚାଲାଣର ପର୍ଦ୍ଦାଫାଶ କରିଛି କ୍ରାଇମ ବ୍ରାଂଚ । ନୟାଗଡ ଦଶପଲ୍ଲା ବନାଂଚଳରେ ଚଢାଉ କରି ଦୁଇ ଶୀକାରିଙ୍କୁ ଗିରଫ କରିଛି ଏସ୍‌ଟିଏଫ । ଏମାନଙ୍କ ପାଖରୁ ଜବତ ହୋଇଛି ଦୁଇଟି କଲରା ପତରିଆ ବାଘଛାଲ ଏବଂ ହରିଣ ଛାଲ । ତିନି ଦିନ ପୂର୍ବରୁ ଗିରଫ କରି ପଚରା ଉଚରା ଚଲାଇଛି ଏସ୍‌ଟିଏଫ । ଆଜି ଦୁଇ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯିବ । ଶିକାରୀ ଦୁଇଜଣ ଦେଲେ ପ୍ରତାପ ନାୟକ ଏବଂ କିଶୋର ଚନ୍ଦ୍ର ଦେଉରୀ ।

ରିପୋର୍ଟ – ବବୁଲ କୁମାର ସାହୁ