ମହାମାରୀ କରୋନା ପାଇଁ ପୁରା ବିଶ୍ଵ ଚିନ୍ତିତ ଥିବାବେଳେ ଅନେକ ତାର ଔଷଧ ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି। ଏହି ସମୟରେ ପତଞ୍ଜଳି ଲଞ୍ଚ କରିବ କରୋନା ଔଷଧ। କରୋନିଲ ଭଲ କରିବ କରୋନା। ପ୍ରେସ…
View More ପତଞ୍ଜଳି ଆଣିଲା କରୋନା ଔଷଧ।କରୋନିଲ ଭଲ କରିବ କରୋନା । ପ୍ରେସ କନଫରେନ୍ସ କରି ସୂଚନା ଦେଲେ ଯୋଗଗୁରୁ ରାମଦେବ ବାବା।Category: ସ୍ପେସିଆଲ
ବଡ଼ଦାଣ୍ଡରେ ଗଡ଼ିବ ରଥ,ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି।
ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ…
View More ବଡ଼ଦାଣ୍ଡରେ ଗଡ଼ିବ ରଥ,ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଅନୁମତି।ଲଗାତାର ୧୬ ଦିନ ଧରି ପେଟ୍ରୋଲ ଡିଜେଲ ଦର ହେଲା ମହଙ୍ଗା,୮୦ ଅତିକ୍ରମ କଲା ପେଟ୍ରୋଲ, ଡିଜେଲ ଲିଟର ପିଛା ୭୭ ପାର୍
ପୁଣି ତେଲ ଦରରେ ଲାଗିଲା ନିଆଁ । ଭୁବନେଶ୍ୱର ଓ କଟକରେ ୮୦ ଟଙ୍କା ଟପିଲା ପେଟ୍ରୋଲ ଦର । ଆଜି ପେଟ୍ରୋଲ ଲିଟର ପିଛା ୩୩ ପଇସା ଓ ଡିଜେଲ ଦରରେ ୫୮…
View More ଲଗାତାର ୧୬ ଦିନ ଧରି ପେଟ୍ରୋଲ ଡିଜେଲ ଦର ହେଲା ମହଙ୍ଗା,୮୦ ଅତିକ୍ରମ କଲା ପେଟ୍ରୋଲ, ଡିଜେଲ ଲିଟର ପିଛା ୭୭ ପାର୍ରଥଯାତ୍ରା ମାମଲା:ଦିନ ୧୧ଟାରେ ସୁପ୍ରିମକୋର୍ଟରେ ହେବ ଶୁଣାଣି
ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ମାମଲାର ଶୁଣାଣି ହେବ । ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଆବେଦନ ଉପରେ ଶୁଣାଣି କରାଯିବ । ପୂର୍ବ ରାୟର ପୁନର୍ବିଚାର ପିଟିସନର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ ।…
View More ରଥଯାତ୍ରା ମାମଲା:ଦିନ ୧୧ଟାରେ ସୁପ୍ରିମକୋର୍ଟରେ ହେବ ଶୁଣାଣିପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଗରିବ କଲ୍ୟାଣ ରୋଜଗାର ଅଭିଯାନର କଲେ ପ୍ରଧାନମନ୍ତ୍ରୀ
ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା । ଲକଡାଉନ କଟକଣା ଯୋଗୁଁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକଙ୍କୁ କାମ ଯୋଗାଇ ଦେବେ କେନ୍ଦ୍ର ସରକାର । ଏଥିପାଇଁ ୫୦ ହଜାର କୋଟି…
View More ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ଘୋଷଣା: ଗରିବ କଲ୍ୟାଣ ରୋଜଗାର ଅଭିଯାନର କଲେ ପ୍ରଧାନମନ୍ତ୍ରୀ୨୦୨୦ର ପ୍ରଥମ ସୂର୍ଯ୍ୟପରାଗ
() ଆସନ୍ତା କାଲି ଜୁନ୍ ୨୧ ତାରିଖ ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟପରାଗ । ଏହି ସୂର୍ଯ୍ୟପରାଗ ଦିନ ବି ରାତି ଭଳି ଅନୁଭୂତ ହେବ । ଏଥର ସୂର୍ଯ୍ୟପରାଗ ରିଙ୍ଗ ଅଫ ଫାୟାର…
View More ୨୦୨୦ର ପ୍ରଥମ ସୂର୍ଯ୍ୟପରାଗଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କଲେ ଗରିବ କଲ୍ୟାଣ ରୋଜଗାର ଯୋଜନା । ଆଜି ପ୍ରଧାନମନ୍ତ୍ରୀ ପ୍ରବାସୀଙ୍କ ପାଇଁ ଭିଡ଼ିଓ କନଫରେନ୍ସିଂରେ ଏହି ଯୋଜନାର ଶୁଭାରମ୍ଭ…
View More ଗରିବ କଲ୍ୟାଣ ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀରାହୁଲଙ୍କ ଜନ୍ମ ଦିବସ ଉପଲକ୍ଷେ କୋରାପୁଟ ରେ ଶୁଖିଲା ଖାଦ୍ୟ ବଣ୍ଡନ
କୋରାପୁଟ : ଜାତୀୟ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏକ ଭିନ୍ନ ଢଙ୍ଗ ରେ ପାଳନ ଅବସରରେ କୋରାପୁଟ କଂଗ୍ରେସ ଓ ନେତା କର୍ମୀମାନେ…
View More ରାହୁଲଙ୍କ ଜନ୍ମ ଦିବସ ଉପଲକ୍ଷେ କୋରାପୁଟ ରେ ଶୁଖିଲା ଖାଦ୍ୟ ବଣ୍ଡନଚୀନକୁ ଘେରିବାକୁ ପ୍ରସ୍ତୁତ ନୌସେନା, ଭାରତ ମହାସାଗରକୁ ପଠେଇଲା ଯୁଦ୍ଧ ଜାହାଜ
ଭାରତ ଓ ଚୀନ ମଧ୍ୟରେ ଲାଗି ରହିଥିବା ତିକ୍ତତା ମଧ୍ୟରେ ଭାରତୀୟ ନୌସେନା ଭାରତ ମହାସାଗରକୁ ଅତିରିକ୍ତ ଯୁଦ୍ଧ ଜାହାଜ ପଠାଇଛି । ଏହାକୁ ଭାରତ ମହାସାଗରରେ ମୁତୟନ କରାଯାଇଥିବା ସୂଚନା ମିଳିଛି ।…
View More ଚୀନକୁ ଘେରିବାକୁ ପ୍ରସ୍ତୁତ ନୌସେନା, ଭାରତ ମହାସାଗରକୁ ପଠେଇଲା ଯୁଦ୍ଧ ଜାହାଜଲଦାଖ ଲଢେଇରେ ୪୩ ଚୀନ ସୈନ୍ୟ ନିହତ, ଭାରତର ୨୦ ଯବାନ ସହିଦ।
ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ…
View More ଲଦାଖ ଲଢେଇରେ ୪୩ ଚୀନ ସୈନ୍ୟ ନିହତ, ଭାରତର ୨୦ ଯବାନ ସହିଦ।