ଆଜି ପବିତ୍ର ଅକ୍ଷୟ ତୃତୀୟା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିସରରେ ରଥକାଠ ଅନୁକୂଳ ହେବ ଆଜି । କରୋନା ମୁକାବିଲା ପାଇଁ ଲକ୍ଡାଉନ୍ ଥିବାରୁ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଭିତରେ ହିଁ ଅନୁଷ୍ଠିତ ହେବ। ଚାହାଣି…
View More ପବିତ୍ର ଅକ୍ଷୟ ତୃତୀୟା ମହାପ୍ରଭୁଙ୍କ ଶ୍ରୀମନ୍ଦିର ପରିସର ରେ ରଥକାଠ ଅନୁକୂଳ ହେବ ଆଜିCategory: ରାଜ୍ୟ
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩, ସୁନ୍ଦରଗଡ଼ ରୁ ଚିହ୍ନଟ ହେଲେ ୩ ନୂଆ କରୋନା ପଜିଟିଭ୍
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଟପିଲା । ଆଜି ସକାଳେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ୱେବ୍ସାଇଟ୍ରେ ସୂଚନା ଦିଆଯାଇଛି। ଏହି ୩ ଆକ୍ରାନ୍ତ…
View More ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୩, ସୁନ୍ଦରଗଡ଼ ରୁ ଚିହ୍ନଟ ହେଲେ ୩ ନୂଆ କରୋନା ପଜିଟିଭ୍ଆଜି ଅକ୍ଷୟ ତୃତୀୟା
ଲୋକ ବାଣୀରେ ଅଛି ଚାଷ ଅଛି ଯାହାର, କି ଆନନ୍ଦ ତାହାର କିନ୍ତୁ ଏଥର ଚାଷ ହେବ କଣ କରୋନା କୁ ନେଇ ଅସ୍ତ ବ୍ୟସ୍ତ ଜୀବନ ଜୀବିକା | ଆଜି ଅଖିମୁଠି ଅନୁକୂଳ…
View More ଆଜି ଅକ୍ଷୟ ତୃତୀୟାକାଳବୈଶାଖୀ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନର
କାଳବୈଶାଖୀ ଯୋଗୁଁ ବିଭିନ୍ନ ସ୍ଥାନରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି। କାଳବୈଶାଖୀ ପ୍ରଭାବରେ ଝଡ଼ ତୋଫାନ, ବର୍ଷା ଓ କୁଆପଥର ମାଡ଼ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରି…
View More କାଳବୈଶାଖୀ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱତନ୍ତ୍ର ରିଲିଫ୍ କମିଶନରରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା, ଯାଜପୁରରୁ ପୁଣି ଚିହ୍ନଟ ହେଲେ ୬ ନୂଆ କରୋନା ପଜିଟିଭ୍
ରାଜ୍ୟ ରେ ଦିନ କୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ପୁଣି ନୂଆ ୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ଯାଜପୁର ଜିଲ୍ଲାର ବୋଲି ଜିଲ୍ଲା…
View More ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା, ଯାଜପୁରରୁ ପୁଣି ଚିହ୍ନଟ ହେଲେ ୬ ନୂଆ କରୋନା ପଜିଟିଭ୍”ଆସିଲେ ଭାଙ୍ଗିଲେ” ଭଦ୍ରକ, ବନ୍ତ ପାଟକନା ଗାଁ ରେ ମାତିଛି ଦନ୍ତା
ଭଦ୍ରକ ବନ୍ତ ପାଟକନା ଗାଁରେ ମାତିଛି ଦନ୍ତା ହାତୀ, ଘର ଭାଙ୍ଗିବା ସହ ବ୍ୟାପକ ପନିିପରିବା ଫସଲ ନଷ୍ଟ କରିଛନ୍ତି ହାତୀ ପଲ। ଗାଁର ଭାମା ଭୂତିଆଙ୍କ ୨ ବଖରା ଘର ସଂପୂର୍ଣ୍ଣ ଭାଙ୍ଗି…
View More ”ଆସିଲେ ଭାଙ୍ଗିଲେ” ଭଦ୍ରକ, ବନ୍ତ ପାଟକନା ଗାଁ ରେ ମାତିଛି ଦନ୍ତାଆଜିଠୁ ଖୋଲିବ ଏହିସବୁ ଦୋକାନ
କରୋନା ଲକ୍ଡାଉନ୍ ବେଳେ ଦୋକାନ ଖୋଲିବା ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଥିଲା। ମାତ୍ର ଏଥିରେ ଦ୍ୱନ୍ଦ୍ୱ ଉପୁଜିବାରୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଆଜି ଟ୍ୱିଟ୍ କରାଯାଇ ସ୍ପଷ୍ଟୀକରଣ…
View More ଆଜିଠୁ ଖୋଲିବ ଏହିସବୁ ଦୋକାନଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍, ସୂଚନା ଦେଲେ ଯୋଗାଣ ମନ୍ତୀ
କରୋନାକୁ ନେଇ ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଛି। ଲକ୍ଡାଉନ୍ ଯୋଗୁ ଲୋକମାନଙ୍କର ରୋଜଗାର ପନ୍ଥା ବନ୍ଦ ହୋଇଯାଇଛି। ଫଳରେ ଦିନ ମଜୁରିଆ ଓ ଗରିବ ଖଟିଖିଆମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ…
View More ଅଣ ରାସନକାର୍ଡଧାରୀଙ୍କୁ ମିଳିବ କିରୋସିନ୍, ସୂଚନା ଦେଲେ ଯୋଗାଣ ମନ୍ତୀରାୟଗଡା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଦୁଇ ଦିନରେ ୩୫ ଜଣ ଫେରାର
ରାୟଗଡ଼ା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୨ ଦିନରେ ୩୫ ଜଣ ଫେରାର। କରୋନା ଓ ଅମ୍ବାଦଳା କ୍ୱାରେଣ୍ଟାଇନ୍ ସ୍ଥଳୀରେ ଘଟିଛି ଏହି ଘଟଣା ଅମ୍ବାଦଳା କ୍ୱାରେଣ୍ଟିନ୍ ସେଣ୍ଟରରୁ ୧୬ ଶ୍ରମିକ ଚମ୍ପଟ୍ ମାରିଛନ୍ତି। ଏମାନେ ନବରଙ୍ଗପୁର…
View More ରାୟଗଡା କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଦୁଇ ଦିନରେ ୩୫ ଜଣ ଫେରାରବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର
ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ଏ ବର୍ଷ ରାଜ୍ୟରେ ବଢ଼ିବନି ବିଦ୍ୟୁତ୍ ଶୁଳ୍କ। ପୂର୍ବ ବର୍ଷ ଅର୍ଥାତ୍ ୨୦୧୯-୨୦ ବର୍ଷରେ ଶୁଳ୍କ ଯାହା ଥିଲା ଏବର୍ଷ ଅପରିବର୍ତ୍ତି ରଖିବାକୁ ବିଦ୍ୟୁତ୍ ନିୟାମକ…
View More ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର