ଖୋଲିଲା ସ୍କୁଲ, ଆସିବେନି ଛାତ୍ର ଛାତ୍ରୀ

କୋରାପୁଟ: ଖୋଲିଲା ସ୍କୁଲ | ଥିଲା ଗ୍ରୀଷ୍ମ ଅବକାଶର ଶେଷଦିନ । କୋରାପୁଟ ଜିଲ୍ଲାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପରିଚାଳିତ ବିଦ୍ୟାଳୟ ଗୁଡିକ ଖୋଲା ହେଲା ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ମଧୁଶ୍ମିତା ମହାପାତ୍ର ଜଣାଇଛନ୍ତି ।

ଖୋଲିଲା ସ୍କୁଲ, ଆସିବେନି ଛାତ୍ରା ଛାତ୍ରୀ ତେବେ ବିଦ୍ୟାଳୟକୁ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ବିଦ୍ୟାଳୟକୁ ଆସି କାର୍ଯ୍ୟରେ ଯୋଗ ଦେବାପରେ ସେମାନଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷାଗାରକୁ ପଠାଯିବ। ପରୀକ୍ଷାର ରିପୋର୍ଟ ଆସିବା ଯାଏଁ ନିଜ ଘରେ କ୍ବାରେଣ୍ଟାଇନରେ ରହିବା ପରେ କୋରୋନା ନେଗେଟିଭ ଥିଲେ କାର୍ଯ୍ୟରେ ଯୋଗ ଦେବେ । ନଚେତ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯିବ ବୋଲି ଡିଡବ୍ଲ୍ୟୁ ଓ ମଧୁସ୍ମିତା ମହାପାତ୍ର ଜଣାଇଛନ୍ତି । ବର୍ତମାନ ବିଭାଗ ଆନୁକୂଲ୍ୟରେ ଚାଲିଥିବା ମେଣ୍ଟରିଂ କାର୍ଯ୍ୟକ୍ରମରେ ଏହି ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇ ଗାଁକୁ ଯାଇ ପିଲାଙ୍କ ଶିକ୍ଷା ପାଇବା ଦିଗରେ ନିଜକୁ ନିୟୋଜିତ କରିବେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି । ତେବେ କୌଣସି ପିଲା ବିଦ୍ୟାଳୟକୁ ଆସିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।ଅପରପକ୍ଷେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟକୁ ଯାଇ ନାମଲେଖା କାର୍ଯ୍ୟକ୍ରମ ଆରମ୍ଭ କରିସାରିଥିବା ବେଳେ ବର୍ତମାନ ମଧ୍ୟାହ୍ନ ଭୋଜନ ସମ୍ପର୍କିତ ଅର୍ଥ ପିଲାଙ୍କ ଅଭିଭାବକଙ୍କ ଆକାଉଣ୍ଟରେ ଜମା ହୋଇପାରିବ ସେ ଦିଗରେ କାର୍ଯ୍ୟ କରିବେ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହାକ

ରିପୋର୍ଟ – ସୁନ୍ଦର କୁମାର ପାଣି